27.1 C
Bhubaneswar
Tuesday, December 9, 2025
Homeଓଡିଶାନବ ହତ୍ୟା: ଆଇଏଏସ, ଆଇପିଏସଙ୍କ ସଂପୃକ୍ତି ରହିଛି- ଜୟନାରାୟଣ

ନବ ହତ୍ୟା: ଆଇଏଏସ, ଆଇପିଏସଙ୍କ ସଂପୃକ୍ତି ରହିଛି- ଜୟନାରାୟଣ

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡକୁ ନେଇ ଜୟନାରାୟଣ ବଡ ବୟାନ ଦେଇଛନ୍ତି । କହିଛନ୍ତି, ଆଇପିଏସ ଲବି ଘଟଣାକୁ ଏପଟ ସେପଟ କରିଦେଲା । ଏଥିରେ ଆଇଏଏସ, ଆଇପିଏସଙ୍କ ସଂପୃକ୍ତି ରହିଛି । ଏମାନେ ମଣିଷ ମାରିଲେ ବି ପାର ହୋଇ ଯାଉଛନ୍ତି । ଦେଶରେ ଏମାନଙ୍କ ରାଜ ଚାଲିଛି । ସମୟ ଗଡିବା ସହ ସବୁ  ରଫାଦଫା ହୋଇଯାଇଛି । ତୁରନ୍ତ ତଦନ୍ତ ହୋଇଥିଲେ ସବୁ ଜଣାପଡି ଥାଆନ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking