21.1 C
Bhubaneswar
Friday, February 6, 2026
Homeଓଡିଶାନାବାଳକକୁ ହତ୍ୟା କରି ମହୁଲ ପତ୍ର ଘୋଡ଼ାଇଲେ ହତ୍ୟାକାରୀ

ନାବାଳକକୁ ହତ୍ୟା କରି ମହୁଲ ପତ୍ର ଘୋଡ଼ାଇଲେ ହତ୍ୟାକାରୀ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୁଙ୍ଗାମାଳ ଗ୍ରାମରେ ୧୭ ବର୍ଷୀୟ ନାବାଳକକୁ ହତ୍ୟା। ହତ୍ୟାକାଣ୍ଡ ଘଟାଇ ମହୁଲ ପତ୍ର ଘୋଡ଼ାଇ ଦେଇଛନ୍ତି ହତ୍ୟାକାରୀ। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ କରୁଛି। ମୃତକ ହେଉଛନ୍ତି ତୁଙ୍ଗାମାଳ ଗ୍ରାମର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା (୧୭)। ଗତ ୨୪ ତାରିଖରୁ ନାବାଳକ ଜଣଙ୍କ ନିଖୋଜ ଥିଲେ। ପରିବାର ଲୋକ ଖୋଜାଖୋଜି କରି ପାଇ ନ ଥିଲେ। ଆଜି ସକାଳୁ ପରିବାର ଲୋକ ଚିହ୍ନଟ କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking