ଭୁବନେଶ୍ୱର: ଭରତପୁର ଥାନା ତାରିଣୀ ବସ୍ତିରେ ହତ୍ୟାକାଣ୍ଡ ଘଟିଛି । ଚୋରି କରିବାକୁ ଆସି ଘର ମାଲିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଧରାପଡିଯିବା ଭୟରେ ବାଡେଇ ହତ୍ୟା କରିଥିବା ସୂଚନା ମିଳିଛି । ଚୋରି ପାଇଁ ୪ ଜଣ ଦୁବୃତ୍ତ ଘର ଭିତରକୁ ପଶିଥିଲେ । ଘର ମାଲିକ ଚିତ୍କାର କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଌଶଗ୍ଧ;୍ଚଳରେ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି ।










