19.1 C
Bhubaneswar
Friday, December 19, 2025
Homeଓଡିଶାପୁରୀରେ ହତ୍ୟାକାଣ୍ଡ   

ପୁରୀରେ ହତ୍ୟାକାଣ୍ଡ   

ପୁରୀ : ପୁରୀରେ ଘଟିଛି ହତ୍ୟାକାଣ୍ଡ ।  ପଥର ଛେଚି ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।  ମୃତକ ଜଣଙ୍କ ହେଉଛନ୍ତି ଖଣ୍ଡିଆବନ୍ଧ ଅଞ୍ଚଳର । ତାଙ୍କ ବୟସ ପାଖାପାଖି ୫୦ରୁ ୬୦ ବର୍ଷ ଭିତରେ ହୋଇଥିବା ଜଣାପଡୁଛି । ଶ୍ରୀସେତୁ ନିକଟରେ ଗତକାଲି ରାତିରେ ଏଭଳି ହତ୍ୟାକାଣ୍ଡ ଘଟିଛି ।  ପୁରୀ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ୱ ଶତ୍ରୁତାକୁ କେନ୍ଦ୍ର କରି  ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking