28.1 C
Bhubaneswar
Thursday, March 5, 2026
Homeଓଡିଶାବରଗଡରେ ହତ୍ୟା :  ରାୟପୁରରୁ ଗିରଫ

ବରଗଡରେ ହତ୍ୟା :  ରାୟପୁରରୁ ଗିରଫ

ବରଗଡ :  ସାଧାରଣ ନିର୍ୱାଚନ ବେଳେ ଅଟୋ ଡ୍ରାଇଭର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଶୋକ ମହାନନ୍ଦକୁ ଗିରଫ କରିଛି ପୋଲିସ । ଛତିଶଗଡ ରାୟପୁରର ଏକ ଫ୍ୟାକ୍ଟ୍ରିରେ ପ୍ରକୃତ ନାଁ ଲୁଚାଇ  କାମ କରୁଥିଲା ।  ମେ ୨୦ରେ ସରସରା ଗାଁରେ  ହତ୍ୟାକାଣ୍ଡ  ଘଟିଥିଲା । ଭୋଟରଙ୍କୁ ଅଟୋରୁ  ନେଇ ଯିବା ବେଳେ  ହତ୍ୟା କରିଥିଲା ଅଭିଯୁକ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking