17.1 C
Bhubaneswar
Tuesday, December 9, 2025
Homeଓଡିଶାତ୍ରିକୋଣୀୟ ପ୍ରେମରୁ ହତ୍ୟା

ତ୍ରିକୋଣୀୟ ପ୍ରେମରୁ ହତ୍ୟା

ଖୋର୍ଦ୍ଧା: ତ୍ରିକୋଣୀୟ ପ୍ରେମରୁ ହତ୍ୟା।   ଜଟଣୀ ସ୍ମୃତି ରଞ୍ଜନ ନାୟକ  ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।  ମୁଖ୍ୟ ଅଭିଯୁକ୍ତ ସହ ୨ ସହେଯାଗୀଙ୍କୁ  ଗିରଫ କଲା ଜଟଣୀ ପୋଲିସ । ତ୍ରିକୋଣୀୟ  ପ୍ରେମରୁ  ହତ୍ୟା କରାଯାଇଥିବା ପୋଲିସର ସୂଚନା ମିଳିଛି । ଘରୁ  ଡାକି ଯୋଜନାବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ । ପୂର୍ୱରୁ  ଇନଷ୍ଟାଗ୍ରାମରେ ବି ସ୍ମୃତି ରଞ୍ଜନଙ୍କୁ ଧମକ ଦେଇଥିଲା ମୁଖ୍ୟ ଅଭିଯୁକ୍ତ  ।  କାଲି ଗୋଡା  ଧର୍ମସାଗର ମାର୍କେଟ ନିକଟ ନିକାଞ୍ଚନ ଅଞ୍ଚଳରୁ  ମୃତଦେ ମିଳିଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking