20.1 C
Bhubaneswar
Saturday, December 6, 2025
Homeଓଡିଶାଛୁରି ଭୁସି ବୀଭତ୍ସ ହତ୍ୟା

ଛୁରି ଭୁସି ବୀଭତ୍ସ ହତ୍ୟା

ପାରାଦୀପ: ଯୁବକଙ୍କୁ ଛୁରି ଭୁସି ବୀଭତ୍ସ ହତ୍ୟା । କୁଜଙ୍ଗ ଥାନା ମଙ୍ଗରାଜପୁର ଗାଁରେ ହତ୍ୟାକାଣ୍ଡ ଘଟିଛି ।  ଘରୁ ଡାକି ନେଇ  ଗାଁ ମୁଣ୍ଡରେ ଛୁରି ଭୁସି ହତ୍ୟା କରାଯାଇଛି ।  ଘଟଣା ସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫୋରାର ହୋଇଯାଇଛି । ୪ ଜଣ ଅଟକ ରହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ହତ୍ୟାକାଣ୍ଡ କାହିଁକି  ହେଲା ତାହାର କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking