25.1 C
Bhubaneswar
Monday, February 17, 2025
Homeଓଡିଶାପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କ ପଦଚ୍ୟୁତ

ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କ ପଦଚ୍ୟୁତ

ଦେବଗଡ : ଦେବଗଡ ପୌରାଧ୍ୟକ୍ଷ ଶାନ୍ତି ମଞ୍ଜରୀ ଦେଇଙ୍କୁ ପଦଚ୍ୟୁତ ।  ପୌରାଧ୍ୟକ୍ଷରେ ବିଭିନ୍ନ ଅନିୟମିତତା ଅଭିଯୋଗ ରହିଥିଲା । ରାଜ୍ୟପାଳଙ୍କ ନିର୍ଦ୍ଦେଶରେ  ନଗର ଉନ୍ନୟନ ବିଭାଗ ପକ୍ଷରୁ  ତଦନ୍ତ ପରେ ପୌରାଧ୍ୟକ୍ଷରୁ  ଅପସାରଣ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପୌରାଧ୍ୟକ୍ଷଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ଆସୁଥିଲା ।  ଅନିୟମିତତା ଅଭିଯୋଗ ପରେ କାଯ୍ୟାନୁଷ୍ଠାନ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking