22.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଲଗାଣ ବର୍ଷାରେ ବେହାଲ ମୁମ୍ବାଇ

ଲଗାଣ ବର୍ଷାରେ ବେହାଲ ମୁମ୍ବାଇ

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ବେହାଲ ମୁମ୍ବାଇ । ଦ୍ୱିତୀୟ ଦିନରେ ବି ହାଇଆଲର୍ଟରେ  ମୁମ୍ବାଇ ସହର । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ରହିଛି । ଗମନାଗମନ ଠପ । ତଳିଆ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ସମସ୍ତ ସରକାରୀ ବେସରକାରୀ ସ୍କୁଲ, କଲେଜ ଛୁଟି ରହିଛି । ପ୍ରବଳ ବର୍ଷା ଯୋଗୁଁ  ୭ ଜଣଙ୍କ ମୃତ୍ୟୁ  ହୋଇଥିବା ସୂଚନା  ମିଳିଛି । ଜଳବନ୍ଦୀ ହୋଇ ୨୦୦ରୁ ଅଧିକ ଲୋକ ଫସିରହିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking