34.1 C
Bhubaneswar
Saturday, June 7, 2025
Homeଓଡିଶାବହୁଚର୍ଚିତ ଚନ୍ଦନ ବେହେରା ହତ୍ୟାକାଣ୍ଡ ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ବହୁଚର୍ଚିତ ଚନ୍ଦନ ବେହେରା ହତ୍ୟାକାଣ୍ଡ ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପୁରୀ: ବହୁଚର୍ଚିତ ଚନ୍ଦନ ବେହେରା ହତ୍ୟାକାଣ୍ଡ ମାମଲାରେ ପୁରୀର ଅତରିକ୍ତ ଜିଲ୍ଲା ଦୌରାଜଜ୍ ତିନିଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଜୀବନ ଦଣ୍ଡ ପାଇଛନ୍ତି ବରଜୁ, ଜଗା ଓ କପିଳା।  ମାମଲାର ବିବରଣୀରୁ ଜଣାଯାଏ ୨୦୧୭ ଜାନୁଆରି ୮ ତାରିଖରେ ଆଇନଜୀବୀ ଚନ୍ଦନ ବେହେରାଙ୍କୁ ପୁରୀ ବାର୍ ସାମ୍ନାରେ ଥିବା ଖୁସି ହୋଟେଲ୍‌ରେ ହତ୍ୟା କରାଯାଇଥିଲା। ସାଇ କୁଟୀର ଲଜ ମାଲିକ ତଥା ଆଇନଜୀବୀ ଚନ୍ଦନ ବେହେରା ହତ୍ୟାଘଟଣାରେ ପୁଲିସ ମୃତ ଚନ୍ଦନଙ୍କ ସ୍ତ୍ରୀ ନିବେଦିତା ବେହେରା ଓ ଲିଟୁ ଓରଫ ନରେନ୍ଦ୍ରନାଥ ଦାସ ମାଷ୍ଟରମାଇଣ୍ଡ ଥିଲେ। ଚନ୍ଦନଙ୍କୁ ରାସ୍ତାରୁ ସଫା କରିବା ପାଇଁ ୬ ମାସ ପୂର୍ବରୁ ଯୋଜନା ହୋଇଥିଲା। ଏଥିରେ ସାମିଲ ଥିଲେ ଲିଟୁ, ନିବେଦିତା, ଜଗା, କପିଳା ଓ ବରଜୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking