30.1 C
Bhubaneswar
Sunday, October 27, 2024
Homeଓଡିଶାଭୁବନେଶ୍ୱରଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଚେତାବନୀ

ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଚେତାବନୀ

ପୁରୀ : ୩୦ ତାରିଖରେ ଜିପିଏସ ବନ୍ଦ କରି ଡ୍ୟୁଟି କରିବାକୁ ନିଷ୍ପତ୍ତି ଦିଆଯାଇଛି ।  ୧ ତାରିଖରୁ ସଂପୂର୍ଣ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ । ୧୦୮ ଆମ୍ବୁଲାନ୍ସ  କର୍ମଚାରୀ ମହାସଂଘର ଆନ୍ଦୋଳନ ଚେତାବନୀ ।  କମ୍ପାନୀ ମନମାନୀ କରୁଥିବା ଅଭିଯୋଗ ରେ ଆନ୍ଦୋଳନ ଡାକରା । ୧୨ ଘଣ୍ଟା ଡ୍ୟୁଟି ୮ ଘଣ୍ଟା ଦରମା ବୀମାରେ  ଅସ୍ପଷ୍ଟତା ଥିବା  ଅଭିଯୋଗ ହୋଇଛି ।
https://www.youtube.com/watch?v=87SVp4nDBfA

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking