29.1 C
Bhubaneswar
Monday, January 19, 2026
Homeଓଡିଶାନବଜାତକୁ ବାଥରୁମ୍‌ରେ ଫୋପାଡି ମା’ ଚମ୍ପଟ୍

ନବଜାତକୁ ବାଥରୁମ୍‌ରେ ଫୋପାଡି ମା’ ଚମ୍ପଟ୍

ଭଦ୍ରକ: ପୁଣି ଅଲୋଡା ହେଲା ନବଜାତ ଶିଶୁକନ୍ୟା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାଥରୁମ୍‌ରେ ଶିଶୁକନ୍ୟାକୁ ଫୋପାଡି ମା’ ଚମ୍ପଟ୍ । ନବଜାତ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ମା’କୁ ଠାବ କରାଯାଇନାହିଁ । ଖବର ପାଇ ପୋଲିସ ଚିକିତ୍ସାଳୟରେ ପହଞ୍ଚି ନବଜାତ ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରିଛି । ଏହା ସହ ମାଆକୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking