21.1 C
Bhubaneswar
Saturday, February 7, 2026
Homeଅପରାଧଭଣଜା ଠେଙ୍ଗାମାଡ଼ରେ ମାମୁ ମୃତ

ଭଣଜା ଠେଙ୍ଗାମାଡ଼ରେ ମାମୁ ମୃତ

କଣ୍ଟାବାଞ୍ଜି: ମୁରିବାହାଲ ଥାନା କର୍ଲାପିଟା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ମାମୁକୁ ଠେଙ୍ଗାରେ ପିଟିପିଟି ଭଣଜା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଷ୍ଟପ୍ରହରି ଚାଲିଥିବାବେଳେ ମାମୁକୁ ପଛପଟୁ ଠେଙ୍ଗାରେ ଭଣଜା ଆକ୍ରମଣ କରିଥିଲା। ଠେଙ୍ଗାମାଡ଼ରେ ମାମୁଙ୍କ ମୃତ୍ୟୁ ହୋଇଯାଇଥିଲା। ମୁରିବାହାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ସହ ମାମୁକୁ ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗରେ ଭଣଜାକୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking