24.1 C
Bhubaneswar
Monday, February 23, 2026
Homeଓଡିଶାବୋହୂର ଝୁଲନ୍ତା ମୃତଦେହ ଦେଖି ଚାଲିଗଲା ଶାଶୁଙ୍କ ଜୀବନ

ବୋହୂର ଝୁଲନ୍ତା ମୃତଦେହ ଦେଖି ଚାଲିଗଲା ଶାଶୁଙ୍କ ଜୀବନ

ବଲାଙ୍ଗୀର : ବଲାଙ୍ଗୀର ସହରରେ ଅଭାବନୀୟ ଘଟଣା। ବୋହୂର ଝୁଲନ୍ତା ମୃତଦେହ ଦେଖି ଚାଲିଗଲା ଶାଶୁଙ୍କ ଜୀବନ । ଝିଅର ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଅସୁସ୍ଥ ଶାଶୂ ଶ୍ବଶୁରଙ୍କ ସହ ଘରେ ଥିଲେ ବୋହୂ ଆନନ୍ଦିନୀ ସାହୁ । ସ୍ବାମୀ କାମରେ ଯାଇଥିଲେ ବାହାରକୁ । ତେବେ ଘର ଭିତରେ ବୋହୂର ଝୁଲନ୍ତା ମୃତଦେହ ଦେଖିବା ପରେ ପୁଅକୁ ଫୋନ କରି ଜଣାଇଥିଲେ ଯମ୍ବୁବତୀ ସାହୁ। ତେବେ ପୁଅ ଘରକୁ ଫେରିବା ପରେ ମାଆଙ୍କ ହୃଦଘାତ ହୋଇଥିଲା । ଏନେଇ ଝିଅଘର ଲୋକଙ୍କୁ ଖବର ଦେବା ସହ ଉଭୟଙ୍କୁ ଭୀମଭୋଇ ମେଡିକାଲକୁ ନିଆଯାଇଥିଲା । ତେବେ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ  ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking