19.1 C
Bhubaneswar
Saturday, February 7, 2026
Homeଓଡିଶାପୋଖରୀରେ ବୁଡି ମା’ଝିଅ ମୃତ

ପୋଖରୀରେ ବୁଡି ମା’ଝିଅ ମୃତ

ଲମତାପୁଟ: କେନ୍ଦ୍ରପଡା ଜିଲ୍ଲାର ଲମତାପୁଟ ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ବାଲିଆ ଗାଁ ପୋଖରୀରେ ବୁଡି ମା’ଝିଅଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଗାଁ ପୋଖରୀରେ ଗାଧୋଇବା ବେଳେ ପ୍ରଥମେ ବୁଡି ଯାଇଥିଲା ଝିଅ । ଝିଅର ଚିତ୍କାର ଶୁଣି ଉଦ୍ଧାର କରିବାକୁ ଯାଇଥିଲା ମାଆ । କିନ୍ତୁ ଦୁଃଖର କଥା, ମା’ଝିଅ ଉଭୟ ବୁଡିଯାଇ ମୃତ୍ୟୁବରଣ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଉଭୟଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking