ଦିଗପହଣ୍ଡି: ଦୁର୍ଘଟଣାରେ ମାମୁଙ୍କ ସହ ୨ ଭାଣିଜୀଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର- ଦିଗପହଣ୍ଡି ମୁଖ୍ୟ ରାସ୍ତାର ଏନଏସି ଗେଟ ପାଖରେ ଦୁର୍ଘଟଣା ଘଟିଛି । ବୁଲେଟରେ ମାମୁ, ୨ ଭାଣିଜୀ ଯିବା ବେଳେ ଧକ୍କା ଦେଇଥିଲା ଟ୍ୟାଙ୍କର । ପରେ ସେଠାରେ କିଛି ଲୋକ ପହଞ୍ଚି ଉଦ୍ଧଆର କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଌଶଗ୍ଧ;୍ଚି ମୃତଦେହକୁ ଜବତ କରିଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










