16.1 C
Bhubaneswar
Sunday, December 14, 2025
Homeଓଡିଶାମୋଷ୍ଟ ୱାଣ୍ଟେଡ୍ ଚିଆଁ - ପାରସ୍ ଯୋଡି ଗିରଫ

ମୋଷ୍ଟ ୱାଣ୍ଟେଡ୍ ଚିଆଁ – ପାରସ୍ ଯୋଡି ଗିରଫ

ବରଗଡ: ଧରାପଡିଲେ ମୋଷ୍ଟ ୱାଣ୍ଟେଡ୍ ଚିଆଁ – ପାରସ୍ ଯୋଡି । ଗଞ୍ଜେଇ ଚାଲାଣ ରେଡ୍ ବେଳେ ଚିଆଁ – ପାରସ୍ ସମେତ ୩ ଗିରଫ । ବରଗଡ ସ୍ପେଶାଲ୍ ସ୍କ୍ୱାଡ୍ ଦ୍ୱାରା ଗିରଫ ନେଇ ଏସ୍‌ପି ସୂଚନା ଦେଇଛନ୍ତି । ଚିଆଁ ଓରଫ୍ ବୁଦ୍ଧଦେବ ବିଶ୍ୱାଳ ନାଁରେ ୨ଟି ହତ୍ୟା ୬ଟି ଡକାୟତି ମାମଲା କୁଜୁ ହୋଇଥିଲା । ପାରସ୍ ରାମ ଭାନୁଙ୍କ ନାଁରେ ହତ୍ୟା ଉଦ୍ୟମ ଓ ଏକାଧିକ ଡକାୟତି ମାମଲା ରୁଜୁ ହୋଇଥିଲା । ୨୯ କେଜି ଗଞ୍ଜେଇ, ଦେଶୀ ବନ୍ଧୁକ, ୧୦ ରାଉଣ୍ଡ ଗୁଳି, ୨ ବାଇକ୍ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking