21.1 C
Bhubaneswar
Monday, January 27, 2025
Homeଓଡିଶାବର୍ଷା ପରେ କମିଲେ ମଶା

ବର୍ଷା ପରେ କମିଲେ ମଶା

ଭୁବନେଶ୍ୱର: ଲଗାଣା ବର୍ଷା ଓ ତାପମାତ୍ରା ହ୍ରାସ ଯୋଗୁଁ ରାଜଧାନୀରେ ମଶାର ହାର କମିଛି । ଫଳରେ ରାଜଧାନୀବାସୀ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛନ୍ତି । ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ଲଗାତାର ବର୍ଷା ହୋଇଥିଲା । ଫଳରେ ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୮ ଡିଗ୍ରୀ କମି ଯାଇଥିଲା । ବିଶେଷଜ୍ଞଙ୍କ କହିବା ଅନୁୟାଯୀ , ଥଣ୍ଡା ବଢ଼ିବାରୁ ମଶାଙ୍କ ସଂଖ୍ୟା କମ୍‌ ରହେ । ଶୀତ ଜାରି ରହିଲେ, ମଶାଙ୍କ ସଂଖ୍ୟା ଆହୁରି କମିବ । ଗତ ମାସେ ହେବ ଭୁବନେଶ୍ୱରରେ ମଶାଙ୍କ ସାନ୍ଦ୍ରାତା ବଢ଼ିଥିଲା । ସାନ୍ଦ୍ରତା ପାଖାପାଖି ୮୦ ଛୁଇଁଥିଲା । ସହରବାସୀ ଅସ୍ତବ୍ୟସ୍ଥ ହୋଇ ପଡ଼ିଥିଲେ । ଏବେ କିନ୍ତୁ ମଶାର ସାନ୍ଦ୍ରତା କମିବା ଫଳରେ ବିଏମ୍‌ସି ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking