19.1 C
Bhubaneswar
Sunday, February 8, 2026
Homeଓଡିଶାନବୀନଙ୍କୁ ପ୍ରଭାତଙ୍କ ଜବାବ

ନବୀନଙ୍କୁ ପ୍ରଭାତଙ୍କ ଜବାବ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ବୟାନ ଉପରେ  ପ୍ରଭାତ ତ୍ରିପାଠୀଙ୍କ ପାଲଟା ଜବାବ ଦେଇଛନ୍ତି । କହିଛନ୍ତି , ଚିଟଫଣ୍ଡ କେସ ବିଚରାଧୀନ ଅଛି । ୨୦୨୪ ନିର୍ୱାଚନରେ ମୁଁ ଦଳ ପାଇଁ ପ୍ରଚାର କରିଛି । ମୋତେ ଦଳ ବିଭିନ୍ନ ସମୟରେ ବିନିଯୋଗ କରିଛି । ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି । ୱାକଫ ପ୍ରସଙ୍ଗ ଘୋଡାଇବାକୁ ମୋତେ ଟାର୍ଗେଟ କରାଯାଉଛି । ମୁଁ ଦଳରେ ନାହିଁ କହିବା ଏହା ମିଛ । ମୁଁ ଗତକାଲିଠାରୁ ବିଜୁ ଜନତା ଦଳରେ ନାହିଁ । ମୁଁ ଦୋଷୀ କି ନୁହେଁ ନ୍ୟାୟାଳୟ କହିବ  ।ନବୀନ ବାବୁଙ୍କ ମୁହଁରେ ମିଛ କୁହାଯାଉଛି । ବିଜେଡିର ଭବିଷ୍ୟତ ଠିକ ନାହିଁ  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking