ଭୁବନେଶ୍ୱର : ରାଜ୍ୟରେ ଏପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରଷ୍ର ନିଷ୍ପତ୍ତି ରଖିଛନ୍ତି । ଏନେଇ ବିପଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଅଂଶୁଘାତ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି କହିଛନ୍ତି ମନ୍ତ୍ରୀ । ଏହା ସହିତ ମନ୍ତ୍ରୀ କହିଛନ୍ତି ସବୁଠି ପଯ୍ୟାପ୍ତ ପାଣିର ବ୍ୟବସ୍ଥା କରାଯିବ । ଜିରୋ କାଜୁଆଲଟି ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।