14.1 C
Bhubaneswar
Tuesday, January 13, 2026
Homeଓଡିଶାବାଣିଜ୍ୟକର ବିଭାଗ  ପକ୍ଷରୁ ୧୫ କିଲୋଗ୍ରାମରୁ   ଅଧିକ ସୁନା ଗହଣା ଜବତ

ବାଣିଜ୍ୟକର ବିଭାଗ  ପକ୍ଷରୁ ୧୫ କିଲୋଗ୍ରାମରୁ   ଅଧିକ ସୁନା ଗହଣା ଜବତ

ବାରିପଦା : ମୟୁରଭଞ୍ଜ ବାଣିଜ୍ୟ କର ବିଭାଗ  ପକ୍ଷରୁ ୧୫ କିଲୋଗ୍ରାମରୁ   ଅଧିକ ସୁନା ଗହଣା ଥିବା ବେଳେ  ସିକ୍ୱେଏଲ କମ୍ପାନୀର  ଏକ ଲଜିଷ୍ଟିକ ଭ୍ୟାନକୁ ଜବତ କରାଯାଇଥିବା କଥା ବାଣିଜ୍ୟ କର ବିଭାଗରେ  ଡେପୁଟି କମିଶନର ସୂଚନା  ଦେଇଛନ୍ତି ।  ଏହି ଗାଡିରେ ମୁମ୍ବାଇ , କୋଲକତା , ବାଲେଶ୍ୱର ଓ ବାରିପଦାର କିଛି ଗହଣା ବ୍ୟବସାୟୀଙ୍କ ନାମରେ  ବିଲ ଥିବାରୁ  ସନ୍ଦେହ କରାଯାଉଥିବା  ବାଣିଜ୍ୟକର ଅଧିକାରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking