26.1 C
Bhubaneswar
Saturday, March 29, 2025
Homeଓଡିଶାଘରୋଇ ମେଡିକାଲରେ ଅଧିକ ସି – ସେକ୍ସନ: ମନ୍ତ୍ରୀ

ଘରୋଇ ମେଡିକାଲରେ ଅଧିକ ସି – ସେକ୍ସନ: ମନ୍ତ୍ରୀ

ଭୁବନେଶ୍ୱର: ସି- ସେକ୍ସନ ଚିନ୍ତାଜନକ ତଥ୍ୟ ଦେଲେ ସରକାର । ଘରୋଇ ମେଡିକାଲରେ ଚାଲିଛି ଅଧିକ ସି- ସେକ୍ସନ । ସରକାରୀ ହସ୍ପିଟାଲ ତୁଳନାରେ ଅଧିକ ଚାଲିଛି ସି ସେକ୍ସନ । ଏନେଇ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଉତ୍ତର ଖିଛନ୍ତି । କହିଛନ୍ତି , ୨୦୨୨-୨୩ରେ ୧ ଲକ୍ଷ ୨୯ ହଜାର ୮୮ଟି ଡେଲିଭରି ରହିଛି । ସେଥିରୁ  ୯୯, ୯୯୮ ଅପରେସନ ମାଧ୍ୟମରେ ଡେଲିଭରି ହୋଇଛି । ୭୭.୪୬% ଅସ୍ତ୍ରୋପଚାର ଡେଲିଭରି  କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ୨୦୨୩-୨୪ରେ ୧,୧୩,୫୯୮ ଅସ୍ତ୍ରୋପଚାର ହୋଇଛି । ସରକାରୀ ମେଡିକାଲରେ ୩୩.୦୮ % ସସି ସେକ୍ସନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking