ଭୁବନେଶ୍ୱର: ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ୧୮ ଶହ ବଦଳରେ ଗ୍ରାମରକ୍ଷୀ ପାଇବେ ୨୫ ଶହ ଟଙ୍କା । ଯେଉଁ ଥାନା ଅଧୀନରେ କାମ କରୁଥିବେ ସପ୍ତାହକୁ ଥରେ ଯାଇ ଉପସ୍ଥାପନ ଦେବେ ।