15.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଆଣ୍ଡାମାନ ଛୁଇଁଲା ମୌସୁମୀ

ଆଣ୍ଡାମାନ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: ଆଣ୍ଡାମାନ ସାଗରରେ ଦକ୍ଷିଣ ପଶ୍ଚିମ ମୋସୁମ ବାୟୁ । ଆଜି ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନରେ ଆଗକୁ ବଢିବ । ନିକୋବର ଦୀପ ଓ ଉତ୍ତର ଆଣ୍ଡାମାନର କିଛି ଅଞ୍ଚଳକୁ ଅଗ୍ରସର ହେବ । ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗରରେ  ପାଣିପାଗ ଅନୁକୁଳ  ରହିଛି । ଦକ୍ଷିଣ ପଶ୍ଚିମ  ମୌସୁମୀବାୟୁ ଅଗ୍ରସର  ପାଇଁ ଅନୁକୁଳ ରହିଛି ।  ମେ ୨୭ରେ କେରଳ ଛୁଇଁବା ନେଇ ସମ୍ଭାବନା ରହିଛି ।  ଏପଟେ ତାତିରୁ ମିଳୁନି ନିସ୍ତାର ।  ପ୍ରଚଣ୍ଡ ତାତିର ପ୍ରକୋପରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking