13.1 C
Bhubaneswar
Thursday, December 11, 2025
Homeଓଡିଶାମୌସୁମୀ ଅଧିବେଶନ: କଂଗ୍ରେସ ପ୍ରସ୍ତୁତ

ମୌସୁମୀ ଅଧିବେଶନ: କଂଗ୍ରେସ ପ୍ରସ୍ତୁତ

ଭୁବନେଶ୍ୱର: ମୌସୁମୀ ଅଧିବେଶନ ପାଇଁ କଂଗ୍ରେସ ପ୍ରସ୍ତୁତ ।  ଏନେଇ ପ୍ରତିକ୍ରିୟା ରଖିଛନ୍ତି, ତାପ୍ରସାଦ ବାହିନୀ ପତି । କହିଛନ୍ତି, ସରକାର ଭୟଭୀତ ହୋଇ ବିଧାନସଭା ଡାକୁନଥିଲେ ।  ଏବେ ଟିକେ  ଷ୍ଟେବଲ ହୋଇଛି , ତେଣୁ ଅଧିବେଶନ ଡାକିଲେ । ବାଧ୍ୟବାଧ୍ୟକତାରେ ୭ ଦିନ ଡାକିଛନ୍ତି, ଆମେ ପ୍ରସ୍ତୁତ । ଭୋଟ ଚୋରି, ନାରୀ ନିଯାତନା, ଅନାସ୍ଥା ପ୍ରସଙ୍ଗ ଉଠାଇବୁ ।  ଆସନ୍ତା ୧୮ରୁ ୨୫ ଯାଏଁ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking