ଭୁବନେଶ୍ୱର: ଧାନକିଣା ପୂର୍ବରୁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ ବୟାନ । ସବୁ ଜାଗାରେ ମଣ୍ଡି ସୁରୁଖୁରୁରେ ଚାଲିବ । ତାର ବ୍ୟବସ୍ତା ସରକାର କରିଛନ୍ତି । ଜଣେ ନୋଡାଲ ଅଫିସର ଦାୟିତ୍ୱରେ ରହିବେ। ୪ – ୫ ଟି ମଣ୍ଡିକୁ ନେଇ ଜଣେ ସୁପର ଭାଇଜର ରହିବେ। ନିଜେ ଜିଲ୍ଲାପାଳ ଏହାର ତଦାରଖ କରିବେ । ୨ ଟି ଜିଲ୍ଲା ପାଇଁ ଜଣେ ଜଣେ ମନ୍ତ୍ରୀଙ୍କୁ ଦାଇତ୍ୱ । ଚାଷୀଙ୍କ ଖାତାକୁ ସିଧାସଳଖ ଟଙ୍କା ଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।