25.1 C
Bhubaneswar
Tuesday, March 24, 2026
Homeଓଡିଶାସୋମବାର କଲେଜ ଛୁଟି

ସୋମବାର କଲେଜ ଛୁଟି

ଭୁବନେଶ୍ୱର: ଆସନ୍ତା ସୋମବାର ଦୀପାବଳି ପାଇଁ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛିଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା। ଦୀପାବଳି ପାଇଁ ଅତିରିକ୍ତ ଛୁଟି ଭାବେ ଘୋଷଣା କରାଯାଇଛି। ପୂର୍ବରୁ ଗଣଶିକ୍ଷା ବିଭାଗ ସୋମବାର ସ୍କୁଲ୍ ଛୁଟି ନେଇ ଘୋଷଣା କରିଥିଲା।

ସୋମବାର ସ୍କୁଲ ଛୁଟି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking