20.1 C
Bhubaneswar
Wednesday, December 31, 2025
Homeଓଡିଶାବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର

ଭୁବନେଶ୍ୱର: ନୂଆଦଳ ଓ ସମୀକରଣକୁ ନେଇ ମହମ୍ମଦ ମୋକିମଙ୍କ ବଡ ବୟାନ । ବିଜେଡି, ବିଜେପି ଓ କଂଗ୍ରେସକୁ ନେଇ ପ୍ରତିକ୍ରିୟା ରଖିଲେ । ମୋକିମ୍ କହିଛନ୍ତି ଯେ ବିଜେଡି ଭିତରେ କନ୍ଦଳ ଲାଗି ରହିଛି, ରାଜ୍ୟସଭା ନିର୍ବାଚନରେ ସ୍ପଷ୍ଟ ହେବ । ଅସ୍ପଷ୍ଟ ନେତା ନୂଆଦଳ ଗଢୁଛନ୍ତି ନା କେବଳ ବୟାନରେ ସୀମିତ ତାକୁ ଅପେକ୍ଷା । କଂଗ୍ରେସର ବହୁ ଉତ୍ସାହୀ ବ୍ୟକ୍ତିତ୍ୱ ଦିସାହରା ହୋଇଛନ୍ତି । କଂଗ୍ରେସରୁ ବିଜେପିକୁ ଯାଇଥିବା ନେତା ପଦପଦବୀ ପାଇ ନାହାନ୍ତି । ତେଣୁ ନୂଆ ବର୍ଷ ନୂଆ ସମ୍ଭାବନା ନେଇ ଆସୁ, ସମସ୍ତେ ଚାହାଁନ୍ତି । ସୋଫିଆଙ୍କ ହୋର୍ଡିଂରେ ‘ହାତ’ ଚିହ୍ନ ନଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ମୋକିମ କହିଛନ୍ତି ଯେ ଆମ ସମର୍ଥକ ଏହି ହୋର୍ଡିଂ ମାରିଛନ୍ତି । ସମର୍ଥକ ଆମକୁ କେବେ ଆଲଗା କରିନାହାନ୍ତି । ସୋଫିଆଙ୍କ ନିଜସ୍ୱ ପରିଚୟ ରହିଛି । ଦଳୀୟ ଚିହ୍ନ ଆବଶ୍ୟକ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking