22.1 C
Bhubaneswar
Sunday, February 15, 2026
Homeଓଡିଶାମାଓନେତା ସବ୍ୟସାଚୀ ନିର୍ଦ୍ଦୋଷ

ମାଓନେତା ସବ୍ୟସାଚୀ ନିର୍ଦ୍ଦୋଷ

ଭୁବନେଶ୍ୱର : ଆଉ ଏକ ମାମଲାରେ  ମାଓନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷ ହୋଇଛନ୍ତି । ୨୦୦୬ ରାମନାଗୁଡା ବୀରୁବାଇ ଗୁଳିକାଣ୍ଡ ଘଟଣାରେ ନିର୍ଦ୍ଦୋଷ । ବୀରୁବାଇ ଗାଁରେ କେନ୍ଦ୍ରୀୟ ଫୋର୍ସ ସହ ଗୁଳିକାଣ୍ଡ ଘଟଣାରେ ନିର୍ଦ୍ଦୋଷ କରାଯାଇଛି । ସରକାରୀ ଦୌରା ଜଜ ତଥା ଉପ ବିଚାର ପତି ଅଦାଲତରେ ନିର୍ଦ୍ଦୋଷ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking