27.1 C
Bhubaneswar
Saturday, December 6, 2025
Homeଓଡିଶାନବୀନଙ୍କୁ ଭେଟିଲେ ମୋହନ

ନବୀନଙ୍କୁ ଭେଟିଲେ ମୋହନ

ଭୁବନେଶ୍ୱର: ନବୀନ ନିବାସ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଯାଇଥିବା ସୂଚନା ମିଳିଛି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ପାଖାପାଖି   ୧୦ରୁ ୧୫ ମିନିଟ ରହି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ  ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି । ଗତ ରବିବାର ଦିନ ଡ଼ିହାଇଡ୍ରେସନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ ।ଘରୋଇ ହସ୍ପିଟାଲରେ ୪ଦିନ ଧରି ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ ବିରୋଧୀ ଦଳ ନେତା ।  ହସପିଟାଲରୁ ବିରୋଧୀଦଳ ନେତା ଡିସଚାର୍ଜ ହେବାବେଳେ ବିଜେଡିର ନେତା ଓ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking