ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ମୋହନ ଭାଗବତ । ଆରଏସଏସ ମୁଖ୍ୟ ମୋହନ ଭାଗବତ ୫ ଦିନିଆ ଗସ୍ତରେ ପହଞ୍ଚିଲେ । କାଲିଠୁ ୩ ଯାଏଁ ସଂଘର ସାଂଗଠନିକ କାଯ୍ୟର ସମୀକ୍ଷା କରିବେ । ସଂଘର ଯୋଜନା ବୈଠକରେ ମଧ୍ୟ ଯୋଗଦାନ କରିବେ ।