33.1 C
Bhubaneswar
Sunday, June 22, 2025
Homeଦେଶ ବିଦେଶଅପରେସନ ସିନ୍ଦୁର ପରେ ମୋଦୀଙ୍କ ପ୍ରଥମ ଗୁଜୁରାଟ ଗସ୍ତ

ଅପରେସନ ସିନ୍ଦୁର ପରେ ମୋଦୀଙ୍କ ପ୍ରଥମ ଗୁଜୁରାଟ ଗସ୍ତ

ନୂଆଦିଲ୍ଲୀ: ଗୁଜୁରାଟ ଭଦୋଦରାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କର ରୋଡ ସୋ । ଅପରେସନ ସିନ୍ଦୁର ପରେ ପ୍ରଥମ ଗୁଜୁରାଟ ଗସ୍ତ କରିଛନ୍ତି  ପ୍ରଧାନମନ୍ତ୍ରୀ । ସେଠାରେ ମୋଦୀଙ୍କ ଭବ୍ୟ ସ୍ୱାଗତ ପାଇଁ  ଜମସମୁଦ୍ର ପାଲଟିଥିଲା ରାଜରାସ୍ତା ।  ମୋଦୀଙ୍କ ଉପରେ ହୋଇଥିଲା ଫୁଲ ବର୍ଷା ।  ଦୁଇଦିନିଆ ଗସ୍ତରେ ମୋଦୀ ।  ଏହି ଅବସରରେ ୮୨  ହଜାର କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର  କରିବାର କାଯ୍ୟକ୍ରମ ରହିଛି ।  ସେହିପରି ସୋମନାଥ , ଅହମ୍ମଦାବାଦ, ବନ୍ଦେଭାରତ ଟ୍ରେନକୁ ପତାକା  ପତାକା ଦେଖାଇ ମଧ୍ୟ ଶୁଭାରମ୍ଭ କରିବେ ମୋଦୀ । ଦାହୋରରେ ଠାରେ ଏବେ ଜନସମାବେଶକୁ  ମଧ୍ୟ ସମ୍ବୋଧିତ କରିବାର  ମୋଦୀଙ୍କର କାଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking