ନୂଆଦିଲ୍ଲୀ: ଲାଲକିଲ୍ଲାରୁ ପ୍ରଧାମନ୍ତ୍ରୀ ମୋଦି ବଡ ଘୋଷଣା କରିଛନ୍ତି । ଜିଏସଟିରେ ସଂସ୍କାର ଅଣାଯିବ । ଦୀପାବଳୀରେ ଦେଶବାସୀଙ୍କୁ ଉପହାର ଦେବାକୁ ଯାଉଛି ବୋଲି କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଚ୍ଚସ୍ତରୀୟ କମିଟି ଦ୍ୱାରା ଜିଏସଟିରେ ସଂସ୍କାର ଆଣିବାକୁ ଯାଉଛୁ । ମଧ୍ୟବିତ୍ତଙ୍କ ଜୀବନକୁ ଏହା ସହଜ କରିବ । ସାଧାରଣ ଲୋକଙ୍କ ପାଇଁ ଟିକସ କମ ହେବ । ଏହା ଦ୍ୱାରା ଦୈନନ୍ଦିନ ସାମଗ୍ରୀ ସସ୍ଥା ହେବ ବୋଲି ମୋଦି କହିଛନ୍ତି ।










