ଭୁବନେଶ୍ୱର: ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ କାଯ୍ୟାଳୟ ସହ ଯୋଗାଯୋଗ ଚାଲିଛି । ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ଆସିପାରନ୍ତି । ଜୁନ ୧୨ରୁ ୧୯ ପଯ୍ୟନ୍ତ ଚାଲିବ ଏହି କାଯ୍ୟକ୍ରମ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।










