20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶମୋଦିଙ୍କୁ ଓଡିଶାରେ ପ୍ରସ୍ତୁତ ୩ ସେମିକଣ୍ଡକ୍ଟର ଭେଟି

ମୋଦିଙ୍କୁ ଓଡିଶାରେ ପ୍ରସ୍ତୁତ ୩ ସେମିକଣ୍ଡକ୍ଟର ଭେଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ  ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ  ସେମିକଣ୍ଡକ୍ଟର ଚିପ୍ସ ପ୍ରଦାନ । ସେମିକଣ୍ଡକ୍ଟର ଚିପ୍ସ ପ୍ରଦାନ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ । ନୂଆଦିଲ୍ଲୀ  ଆୟୋଜିତ  ସେମିକନ ଇଣ୍ଡିଆ ଇଣ୍ଡିଆ ୨୦୨୫ରେ ପ୍ରଦାନ କଲେ ।ଇସ୍ରୋ ସେମିକଣ୍ଡକ୍ଟର ଲ୍ୟାବରେ ପ୍ରସ୍ତୁତ ବିକ୍ରମ- ୩୨ ବିଟ  ପ୍ରୋସେସର ପ୍ରଦାନ । ଓଡିଶାରେ ପ୍ରସ୍ତୁତ ୩ ସେମିକଣ୍ଡକ୍ଟର ଚିପ୍ସ ପ୍ରଧାନମନ୍ତ୍ରୀଙ୍କୁ ଭେଟିଦେଲେ ।  ଏନଆଇଟି ରାଉରକେଲାରେ ପ୍ରସ୍ତୁତ ୨ ସେମିକଣ୍ଡକ୍ଟର ଚିପ୍ସ ପ୍ରଦାନ କଲେ । ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ପ୍ରସ୍ତୁତ ସେମିକଣ୍ଡକ୍ଟର ବି ଦେଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking