31.1 C
Bhubaneswar
Wednesday, June 11, 2025
Homeଦେଶ ବିଦେଶକ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଲେ ମୋଦୀ

କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବିହାରର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ସାକ୍ଷାତ କରିଛନ୍ତି ।  ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବାରେ ଲାଗିଛି ।  ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଫିସିଆଲ ଟ୍ୱିଟରରେ  ଯୁବ ଖେଳାଳିଙ୍କ କିଛି ଫଟୋ ସେୟାର କରିଛନ୍ତି ।   ସେ ତାଙ୍କର ଭବିଷ୍ୟତ  ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି । ସାକ୍ଷାତ ସମୟରେ  ବୈଭବଙ୍କ ବାପା ସଞ୍ଜୀବ ସୂର୍ଯ୍ୟବଂଶୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ ।  ମୋଦି ଆହୁରି କହିଛନ୍ତି ବୈଭବ ଆଜି ଯେଉଁଠି ଅଛନ୍ତି ତାଙ୍କ ବାପାଙ୍କ ଅକ୍ଲାନ୍ତ  ପରିଶ୍ରମ ପାଇଁ । ବୈଭବ ଆଇପିଏଲ  ୨୦୨୫ରେ ରାଜସ୍ଥାନ ରୟାଲ୍ସ ପାଇଁ ମୋଟ ସାତଟି ମ୍ୟାଚ ଖେଳିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking