25.1 C
Bhubaneswar
Thursday, February 26, 2026
Homeଦେଶ ବିଦେଶଇନ୍‌ଷ୍ଟାରେ ମୋଦି ନମ୍ବର ୧

ଇନ୍‌ଷ୍ଟାରେ ମୋଦି ନମ୍ବର ୧

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂତନ ସୋସିଆଲ ମିଡିଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ସେ ଇନଷ୍ଟାଗ୍ରାମରେ ୧୦୦ ନିୟୁତରୁ ଅଧିକ ଫଲୋଅର୍ସ ଥିବା ପ୍ରଥମ ବିଶ୍ୱନେତା ହୋଇଛନ୍ତି । ଇସ୍ରାଏଲ ଗସ୍ତ ପାଇଁ ସେ ଯିବାର କିଛି ଦିନ ପୂର୍ବରୁ ଏହି ସଫଳତା ମିଳିଛି । ଏହା କେବଳ ରାଜନୀତିରେ ନୁହେଁ ।ବରଂ ଡିଜିଟାଲ ଦୁନିଆରେ ପ୍ରମୁଖ ମାଇଲଖୁଣ୍ଟ । ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ରୁ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ । ମୋଦୀଙ୍କ ଫଲୋର୍ସଙ୍କ ସଂଖ୍ୟା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଂଖ୍ୟା ଠାରୁ ଦୁଇ ଗୁଣ । ଏହା କେବଳ ଇନଷ୍ଟାଗ୍ରାମ ବିଷୟରେ ନୁହେଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ତାଙ୍କ ଅନୁମୋଦନ ରେଟିଂରେ ମଧ୍ୟ ପ୍ରତିଫଳିତ ହୁଏ। ଷ୍ଟାଟିଷ୍ଟାର ଡିସେମ୍ବର 2025 ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁମୋଦନ ରେଟିଂ ମନୋନୀତ ବିଶ୍ୱ ନେତାମାନଙ୍କ ମଧ୍ୟରେ ସର୍ବାଧିକ, 70 ପ୍ରତିଶତ ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking