25.1 C
Bhubaneswar
Saturday, December 6, 2025
Homeଓଡିଶାଆଜି ଓଡିଶା ଆସୁଛନ୍ତି ମୋଦି

ଆଜି ଓଡିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର: ଆଜି ଓଡିଶା ଗସ୍ତରେ  ଆସୁଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ମ ୩ଟା ୪୦ରେ  ଭୁବନେଶ୍ୱର ଏୟାରପୋର୍ଟରେ  ପହଞ୍ଚିବେ ।  ୩ଟା ୪୫ରୁ ୪ଟା ୧୫ ପଯ୍ୟନ୍ତ  ରୋଡ ସୋ କରିବେ ମୋଦି ।  ୪ଟା ୧୫ରୁ ୫ଟା ୩୫ ପଯ୍ୟନ୍ତ ଜନତା ମଇଦାନରେ ରହିବେ ।  ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ ହେବେ ସାମିଲ । ପ୍ରାୟ ୩ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ  ପ୍ରଧାନମନ୍ତ୍ରୀ । ୨୭୦୦ ଟଙ୍କାର  ରେଳ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିବେ । ନରାଜରେ ନିର୍ମିତ  ୫୦  କୋଟି  ଟଙ୍କାର ଇଭି  ବସ ଡିପୋ ଉଦଘାଟନ କରିବେ । ୧୦୦ଟି ନୂଆ  ଇଭି ବସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ   ା ଅପରାହ୍ମ ୫ଟା ୫୦ରେ ନୂଆଦିଲ୍ଲୀ ଅଭିମୁଖେ ଯିବେ ମୋଦୀ ।  ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking