ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନ । ମୋଦିଙ୍କୁ ମିତ୍ର ବିଭୂଷଣରେ ସମ୍ମାନିତ କଲେ ଶ୍ରୀଲଙ୍କା ସରକାର । ଦୁଇ ଦେଶ ମଧ୍ୟରେ ସଂପର୍କ ସୁଦୃଢ ପାଇଁ ଅବଦାନ ଦୃଷ୍ଟିରେ ରଖି ସମ୍ମାନିତ କରାଯାଇଛି ।