21.1 C
Bhubaneswar
Saturday, December 6, 2025
Homeଓଡିଶାଉତ୍କର୍ଷ ଓଡିଶା କନକ୍ଲେଭ ଉଦଘାଟନ କଲେ ମୋଦି

ଉତ୍କର୍ଷ ଓଡିଶା କନକ୍ଲେଭ ଉଦଘାଟନ କଲେ ମୋଦି

ଭୁବନେଶ୍ୱର : ଉତ୍କର୍ଷ ଓଡିଶା କନକ୍ଲେଭ ଉଦଘାଟନ କଲେ ମୋଦି । ଶିଳ୍ପପତି ନବୀନ ଜିନ୍ଦଲ , ଅନୀଲ ଅଗ୍ରୱାଲ, ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା , ସଜନ ଜିନ୍ଦଲ , କରଣ ଆଦାନୀ  ଉପସ୍ଥିତ ଅଛନ୍ତି । ଜନତା ମଇଦାନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍କର୍ଷ ଓଡିଶାର ଉଦଘାଟନ କରିଛନ୍ତି । ମଞ୍ଚ ଉପରକୁ ଆସି ଅଭିବାଦନ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋଦୀକୁ ଉପହାର ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking