17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଏନଡିଏର ବିଜୟକୁ ନେଇ ଶୁଭେଚ୍ଛା ଜଣାଇଲେ ମୋଦୀ

ଏନଡିଏର ବିଜୟକୁ ନେଇ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ  ଏନଡିଏର ବିଜୟକୁ ନେଇ ମୋଦୀଙ୍କ ଶୁଭେଛ୍‌ଛା । ଏନେଇ ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ  ପ୍ରଧାମନ୍ତ୍ରୀ ମୋଦୀ । ମହାରାଷ୍ଟ୍ରରେ ବିକାଶ ଓ ସୁଶାସନର ବିଜୟ ହୋଇଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆହୁରି କହିଛନ୍ତି ,  ଏନଡିଏର ସମସ୍ତ କର୍ମକର୍ତ୍ତା ଗର୍ୱିତ କରିଛନ୍ତି । ଏହା ସହିତ ଜେଏମଏମ ମେଣ୍ଟକୁ ବିଜୟ ପାଇଁ  ଶୁଭେଚ୍ଛା ଜଣାଇଛନ୍ତି । ଝାଡଖଣ୍ଡର ଲୋକଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୋଦୀ । ଧନ୍ୟବାଦ ଜଣାଇବା ସହ କହିଛନ୍ତି ଝାଡଖଣ୍ଡ ପାଇଁ ସର୍ବଦା କାମ ଜାରି ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking