27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶମୋଦୀଙ୍କ ଫଲୋଅର୍ସ ସଂଖ୍ୟା ୧୦ କୋଟି ଟପିଲା

ମୋଦୀଙ୍କ ଫଲୋଅର୍ସ ସଂଖ୍ୟା ୧୦ କୋଟି ଟପିଲା

 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୋସିଆଲ ମିଡିଆ ଏକ୍ସରେ ଫଲୋଅର୍ସ ସଂଖ୍ୟା ୧୦ କୋଟିରୁ ଅଧିକ ଟପିଲା। ଗତ ତିନି ବର୍ଷ ମଧ୍ୟରେ ତାଙ୍କ ଫଲୋଅର୍ସ ସଂଖ୍ୟା ୩ କୋଟିରୁ ଅଧିକ ବଢିଛନ୍ତି। କେବଳ ଏକ୍ସ ନୁହେଁ ତାଙ୍କ ୟୁଟ୍ୟୁବରେ ମଧ୍ୟ ଅଢେଇ କୋଟି ଓ ଇନଷ୍ଟାଗ୍ରାମରେ ୯ କୋଟି ୧୦ ଲକ୍ଷ ଫଲୋଅର୍ସ ରହିଛନ୍ତି। ତେବେ ୨୦୦୯ରେ ମୋଦୀ ଏକ୍ସରେ ଯୋଡି ହୋଇଥିଲେ। ସେବେଠାରୁ ସେ ଏହି ଆକାଉଣ୍ଟକୁ ବହୁଳ ମାତ୍ରାରେ ବ୍ୟବହାର ମଧ୍ୟ କରୁଛନ୍ତି। ସରକାରୀ ସେବା ବିଷୟରେ ସୂଚନାଠାରୁ ଆରମ୍ଭ କରି ଜାତୀୟ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସେ ତାଙ୍କ ମତ ଦେଇଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking