31.1 C
Bhubaneswar
Saturday, February 7, 2026
Homeଓଡିଶାମୋଦକ ଚୋରି: ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ

ମୋଦକ ଚୋରି: ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ

ପୁରୀ: ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାଶକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ କହିଲେ ଆଇନ ମନ୍ତ୍ରୀ । ସୂଚନାଯୋଗ୍ୟ, ଶ୍ରୀମନ୍ଦିରରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସୁସ୍ଥ କରିବା ଲାଗି ଆସିଥିବା ପାରମ୍ପରିକ ମୋଦକ ବା ଔଷଧ ଚୋରି ହୋଇଛି । ଏ ନେଇ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଲିଖିତ ଆକାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜଣାଇ ଥିବା ବେଳେ ସେ କହିଛନ୍ତି ଯେ, କବିରାଜ ସେବକମାନେ କମାଣ୍ଠାରଙ୍କ ତତ୍ତ୍ୱାବଧାନରେ ଦେଇଥିବା ୩୧୩ ଅମୁଣିଆ ମୋଦକ ଶ୍ରୀମନ୍ଦିର ଗାରଦରେ ଜମା ଥିବାବେଳେ ସେଥିରୁ ୭୦ଟି ଚୋରି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking