27.1 C
Bhubaneswar
Thursday, June 26, 2025
Homeଦେଶ ବିଦେଶମକଡ୍ରିଲ: ପଞ୍ଜାବରେ ଆଜି ବ୍ଲାକଆଉଟ

ମକଡ୍ରିଲ: ପଞ୍ଜାବରେ ଆଜି ବ୍ଲାକଆଉଟ

ନୂଆଦିଲ୍ଲୀ: ପଞ୍ଜାବର ଗୁରୁଦାସପୁର ଜିଲ୍ଲାରେ ହେବ ବ୍ଲାକଆଉଟ ।   ସେଣ୍ଟ୍ରାଲ ଜେଲ ଓ ହସ୍ପିଟାଲ ପାଇଁ ଲାଗୁ ହେବନି । ରାତି ୯ଟାରୁ  ଭୋର ୫ଟା ଯାଏ ହେବ ବ୍ଲାକ ଆଉଟ ।  ସେହିପରି  ଗତକାଲି  ୧୫  ମିନିଟ ପାଇଁ  ଅନ୍ଧାର  ହୋଇଥିଲା  ଦିଲ୍ଲୀ । ରାତି ୮ଟାରୁ ୮.୧୫ ଯାଏଁ ଅନ୍ଧାର  ହୋଇଥିଲା । ମକଡ୍ରିଲ ପାଇଁ ଅନ୍ଧାର  କରାଯାଇଥିଲା  ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ । ଜରୁରୀ କାଳିନ ପରିସ୍ଥିତିର ମୁକାବିଲା ପାଇଁ ହେବ ମକଡ୍ରିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking