25.1 C
Bhubaneswar
Friday, March 20, 2026
Homeଓଡିଶାରାଉଲକେଲାରେ ମୋ ବସ ଠପ

ରାଉଲକେଲାରେ ମୋ ବସ ଠପ

ରାଉଲକେଲା: ରାଉଲକେଲାରେ ଷ୍ଟାଣ୍ଡରେ ମୋ ବସ ରଖି କର୍ମଚାରୀଙ୍କ ଆନ୍ଦୋଳନ । କର୍ମଚାରୀଙ୍କୁ ମାଡ଼ ମାରିବା ପ୍ରତିବାଦରେ ଏକାଠି ହେଲେ । ଏକା ସାଙ୍ଗରେ ୧୦୦ ବସ ରଖି କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ ।ଗାନ୍ଧୀ ରୋଡ଼ରେ ବସ ଧକ୍କାରେ କୁକୁର ମୃତ୍ୟୁର ଆକ୍ରମଣ ହୋଇଥିଲା । ବସ ଡ୍ରାଇଭର ସହ କର୍ମଚାରୀଙ୍କୁ ମାଡ଼ ମାରିଥିଲେ ସ୍ଥାନୀୟ ଯୁବକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking