24.1 C
Bhubaneswar
Thursday, January 15, 2026
Homeଓଡିଶାଶ୍ରୀମନ୍ଦିର ଆନନ୍ଦବଜାରରେ ମୋବାଇଲ୍‌

ଶ୍ରୀମନ୍ଦିର ଆନନ୍ଦବଜାରରେ ମୋବାଇଲ୍‌

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେବା ଭିଡିଓ ଭାଇରାଲ୍ । ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଫୋନ୍‌ରେ ଗପିବାର ଭିଡିଓ ଭାଇରାଲ ହୋଇଛି । ତେବେ ଏହି ଘଟଣା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛିବାରମ୍ବାର ଶ୍ରୀମନ୍ଦିରରେ ଏଭଳି ଘଟଣା ଘଟିବ ଚିନ୍ତାର ବିଷୟ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking