ଭୁବନେଶ୍ୱର : ବିଧାନସଭାରେ ହଙ୍ଗାମାକୁ ନେଇ ମୁହାଁମୁହିଁ ହେଲେ ମହିଳା ବିଧାୟିକା । ବିଧାନସଭା ହଙ୍ଗାମାକୁ ନେଇ ସୋଫିଆ ବନାମ ଉପାସନା ମୁହାଁମୁହିଁ ହୋଇଛନ୍ତି । ବିଜେପି ବିଧାୟିକା ଉପାସନା ମହାପାତ୍ର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କୁ ଆକ୍ଷେପ କରିଛନ୍ତି । ମହିଳା ବାଚସ୍ପତିଙ୍କୁ ଘେରିବା ବେଳେ କଂଗ୍ରେସର ମହିଳା ବିଧାୟିକା ନଥିବା କହି ଟାର୍ଗେଟ କରିଥିଲେ ବିଜେପି ବିଧାୟିକା ଉପାସନା ମହାପାତ୍ର।










