22.1 C
Bhubaneswar
Friday, January 16, 2026
Homeଓଡିଶା୭୫ତମ ବନ ମହୋତ୍ସବ ସପ୍ତାହରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ...

୭୫ତମ ବନ ମହୋତ୍ସବ ସପ୍ତାହରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ ଆକାଶ ଦାସ ନାୟକ

ଯାଜପୁର : ଆଜି କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ କରକମଣ୍ଡଳ ରେ ବ୍ୟାସନଗର ସ୍ଥିତ ବ୍ୟାସଶୋରବର ପଡିଆ ଠାରେ 75ତମ ବନ ମୋହଶ୍ଚବ ସପ୍ତାହ ପାଳନ ଅବସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବୃକ୍ଷ୍ୟ ରୋପଣ କରିଥିଲେ.ଯାଜପୁର ରୋଡ ବନଖଣ୍ଡ ଅଧିକାରୀ ଜୋତିରଞ୍ଜନ ମହାପତ୍ର ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ 200ରୁ ଉର୍ଦ୍ଧ ବିଭିନ୍ନ କିସମ ର ଗଛ ରୋପଣ କରାଯାଇଥିଲା l ବୃକ୍ଷ୍ୟ ବିନା ବଞ୍ଚିବା ଅସମ୍ଭବ, ଗୋଟିଏ ଗଛ ଗୋଟିଏ ଜୀବନ, ମା ଯେଭଳି ଗୋଟେ ପିଲା ପାଇଁ ଜୀବନ ସେଭଳି ଗଛ ହେଉଛି ପ୍ରତେକ ମଣିଷ ପାଇଁ ଗୋଟେ ପ୍ରାଣ ଦାତା l ଏଭଳି ପରାମର୍ଶ ଦେଇ ବିଧାୟକ ସମସ୍ତଙ୍କୁ ଗୋଟେ ଗୋଟେ ଗଛ ଲଗାଇବା ପାଇଁ ନିବେଦନକୋରେଇ ସବୁଜ ବିପ୍ଲବ କରି ସମଗ୍ର କୋରେଇ ସବୁ ଜମା ହେବ ପରିବେଶକୁ ସୂସ୍ତ ରଖିବ ବୋଲି ବିଧାୟକ କହି ଥିଲେ l ଏହି ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଫରେଷ୍ଟର ନୀଳିମା ପ୍ରିୟଦର୍ଶିନୀ ନାୟକ, ସରୋଜ ସୁରୂପ ନାୟକ, ପ୍ରମୁଖ ସହଯୋଗ କରିଥିଲେ l ଏହା ପରେ ବିଧାୟକ – ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ 96ତମ ଶ୍ରାଦ୍ଧ ଦିବସ ଉପଲକ୍ଷ୍ୟ ବ୍ୟାସନଗର ଠାରେ ଥିବା ମହାପୁରୁଷ ଙ୍କ ମୂର୍ତ୍ତିରେ ବିଧାୟକ ଓ ସମାଜ ପରିବାର ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking