21.1 C
Bhubaneswar
Thursday, December 11, 2025
Homeଓଡିଶାଏମକେସିଜିରେ ରାଗିଂ: ୨୫ ହଜାର ଜରିମାନ

ଏମକେସିଜିରେ ରାଗିଂ: ୨୫ ହଜାର ଜରିମାନ

ବ୍ରହ୍ମପୁର: ଏମକେସିଜିରେ ରେଗିଂ ଘଟଣା ସାମ୍ନାକୁ ଆସିଛି । ରାଗିଂ କରିଥିବାରୁ ଦୁଇ ହାଉସ ସର୍ଜନଙ୍କୁ ଜରିମାନା ଦେବାକୁ ପଡିଛି । ଝଣେ ଚତୁର୍ଥ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗରେ ଜରିମାନା । ଛାତ୍ର ଜଣଙ୍କ ଆଣ୍ଟି ରାଗିଂ ସେଲକୁ ଜଣାଇବା ପରେ ବୈଠକ ବସିଥିଲା । ବୈଠକର ନିଷ୍ପତ୍ତି ଅନୁସାରେ ରାଗିଂ କରିଥିବାରୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନ ନିର୍ଦ୍ଦେଶ ଦେଇଛି । ଜରିମାନା କଥା ସ୍ପଷ୍ଟ କଲେ ମେଡିକାଲ ଅଧୀକ୍ଷକ ସୂଚିତ୍ରା ଦାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking