21.1 C
Bhubaneswar
Friday, December 19, 2025
Homeଓଡିଶାମିଳୁନି ନାବାଳିକାର ପତ୍ତା : କମିସନରେଟ ପୁଲିସ ପକ୍ଷରୁ ମିସିଂ ପୋଷ୍ଟର ଜାରି

ମିଳୁନି ନାବାଳିକାର ପତ୍ତା : କମିସନରେଟ ପୁଲିସ ପକ୍ଷରୁ ମିସିଂ ପୋଷ୍ଟର ଜାରି

ଭୁବନେଶ୍ୱର: ରାଜଧାନୀରୁ ଅପହରଣ ହୋଇଥିବା ନାବାଳିକାର ପତ୍ତା ଏଯାଏଁ ମିଳୁନାହିଁ । ଗତ ସେପ୍ଟେମ୍ବର ୨ ତାରିଖରୁ ଅପହରଣ ହୋଇଥିବା ନାବାଳିକାର ଠାବ ପାଉନି କମିଶନରେଟ ପୋଲିସ । ଏନେଇ କମିସନରେଟ ପୋଲିସ ପକ୍ଷରୁ ଏକ ଅପହର୍ତ୍ତା ଓ ଅପହରଣକାରୀଙ୍କ ବାବଦରେ ଖବର ଦେବାକୁ ୨୫ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଉଛି । ସୂଚନା ଥାଉକି, ୟୁନିଟ ୬ କ୍ୟାପିଟାଲ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅମର ନାୟକ ନାମକ ଜଣେ ଯୁବକ ଅପହରଣ କରିନେଇଥିଲା । ଏନେଇ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ସେମାନଙ୍କ ବାବଦରେ ଖବର ନପାଇବା ପରେ ସୋସିଆଲ ମିଡିଆ ପୋଷ୍ଟ ଜାରି କରିଛିା । ଖବର ଦାତାଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛିା

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking